ଭୁବନେଶ୍ବର: ଦେଶରେ ମୋଟ 85ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏ ନେଇ ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି। ସେଥିମଧ୍ୟରୁ ଓଡିଶାରେ ମୋଟ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଛି। ସେଗୁଡିକ ହେଲା
- ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗିର
- ପଟଣାଗଡ଼, ଜିଲ୍ଲା ବଲାଙ୍ଗିର
- ଆଇଟିବିପି ଖୋର୍ଦ୍ଧା, ଜିଲ୍ଲା ଖୋର୍ଦ୍ଧା
- ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ
- କୁଚିନ୍ଦା, ଜିଲ୍ଲା ସମ୍ବଲପୁର
- ଢେଙ୍କାନାଳ (କାମାକ୍ଷାନଗର)
- ଜୟପୁର, କୋରାପୁଟ ଜିଲ୍ଲା
- ତାଳଚେର, ଜିଲ୍ଲା ଅନୁଗୁଳ