ଆଜିର ଖବର ଓଡିଶାର ପୂର୍ବତନ ରାଜ୍ୟପାଳ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ଭୁବନେଶ୍ବର: ଓଡିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଆଜି 95 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଓଡିଶାର ରାଜ୍ୟପାଳ ଭାବେ ୨୦୦୭ ଅଗଷ୍ଟ ୨୧…