ଆଜିର ଖବର ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମିିଳିଲା ନୂଆ ଦାୟିତ୍ବ ଭୁବନେଶ୍ବର: ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ବ। ତେବେ ତାହା କୌଣସି ଦଳୀୟ ଦାୟିତ୍ବ ନୁହେଁ। ବରଂ ସେ ଓଡିଶା ଅଲମ୍ପିକ୍ସ ଆସୋସିଏସନର…