ଆଜିର ଖବର ଓଡ଼ିଆ ଓଟିଟି “କଞ୍ଚା ଲଙ୍କା” ରେ “ଓଡିଶା କବାଡ଼ି ଚାମ୍ପିୟନଶିପ” ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ଓଡିଆ ମନୋରଞ୍ଜନ ଓଟିଟି ପ୍ଲାଟଫର୍ମ “କଞ୍ଚା ଲଙ୍କା” ସର୍ବପ୍ରଥମ ଥର ପାଇଁ କବାଡି ଚାମ୍ପିଅନସିପ୍ ଆରମ୍ଭ କରିବାକୁ ଯାଉଛି। ଯାହାର ନାମ “ଓଡିଶା…