ଜାତୀୟ ଖବର ପାଣ୍ଡିଆନ ଓଡିଶା ଛାଡିବେ ବୋଲି ଚାରିଆଡେ ଚର୍ଚ୍ଚା; ତେବେ ସେ କୁଆଡେ ଯିବେ, କଣ କରିବେ ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ।…