ଆଜିର ଖବର ଟାଏକୋଣ୍ଡ ପ୍ରତିଯୋଗୀତା ପାଇଁ ଦମ୍ଭ ସାଜିଲ ଓମ୍ଫେଡ୍ ଭୁବନେଶ୍ୱର: ୧୨ ତମ ଓପନ ଇଂଟରନାସନାଲ ଫୁଜୈରାହ ଜି-୨ ଟାଏକୋଣ୍ଡ ପ୍ରତିଯୋଗିତାରେ ଭାଗନେବ ଓଡିଶା। ଭାରତୀୟ ଟାଏକୋଣ୍ଡ ଦଳରେ ଓଡିଶାରୁ ୫ ଜଣିଆ ଟିମ୍ ଅଂଶ ଗ୍ରହଣ…