ଆଜିର ଖବର ଓଡିଶା ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି ‘ମୋ ଅଗଣାର ତୁଳସୀ ତୁ’ ଭୁବନେଶ୍ବର: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତାର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱର ଆସିଛି। ଜଣକ ଘରେ ରହିବା ହାଣ୍ଡିଶାଳ ସମ୍ଭାଳିବାକୁ ପରିସ୍ଥିତି…