ଆଜିର ଖବର ବିପର୍ଯ୍ୟୟ ପରିଚାଳନା: ଗତ ପାଞ୍ଚ ବର୍ଷରେ ଉଲ୍ଲେଖନୀୟ ସଫଳତା ଲାଗି ଓଡିଶା ପୁରସ୍କୃତ ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗତ ପାଞ୍ଚ ବର୍ଷରେ ଓଡିଶାକୁ ମିଳିଛି ଉଲ୍ଲେଖନୀୟ ସଫଳତା। ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ ହୋଇଛି।…