ଆଜିର ଖବର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଣାଇଲେ ଅଭିନନ୍ଦନ ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ। ରାଷ୍ଟ୍ରପତି ମୁର୍ମୁ ୧୯୫୮ ଜୁନ ୨୦ ତାରିଖରେ ମୟୁରଭଂଜ ଜିଲ୍ଲା ରାଇରଂଗପୁରର ଉପରବେଡା ଗ୍ରାମରେ ଜନ୍ମ…