ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ

ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଏକ ନୂଆ ରୁଟରେ ବସ ସେବା ଆରମ୍ଭ କରିଛି। ତାହା ହେଲା କେନ୍ଦୁଝରରୁ ରାଉରକେଲା ଏବଂ ରାଉରକେଲାରୁ କେନ୍ଦୁଝର।…