ଅନ୍ତରାଷ୍ଟ୍ରୀୟ ଅଶ୍ୱିନଙ୍କୁ ବାହାରେ ରଖିବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ପଡିବ କି?: ପୂର୍ବରୁ ସ୍ପିନର ଚନ୍ଦ୍ରଶେଖର ଦେଖାଇଥିଲେ ଯାଦୁ ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଓଭାଲ ଟେଷ୍ଟ କଡ଼ା ପ୍ରତିଯୋଗିତା ଦେଖିବାକୁ ଯାଉଛି। ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାର…