ଆଜିର ଖବର ସୁବନ ଖୁଣ୍ଟିଆ ପଞ୍ଚମ ସ୍ମାରକୀ ବକ୍ତୃତା ସଭାରେ ଓମ୍ଫେଡ୍ ସମ୍ବର୍ଦ୍ଧିତ ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ତଥା ଗୁଣାତ୍ମକ ମାନ ବଜାୟ ରଖିବାରେ ଓମ୍ଫେଡ୍ ରାଜ୍ୟର ସର୍ବଶ୍ରେଷ୍ଠ ସମବାୟ ସଂସ୍ଥା। ଓଡିଶାବାସୀଙ୍କର ପ୍ରିୟ ତଥା ବହୁ ଜନାଦୃତ ଓମ୍ଫେଡକୁ ଭୁବନେଶ୍ୱର…