ଆଜିର ଖବର ମଙ୍ଗଳବାର ଦିନ ହେଲା ଅମଙ୍ଗଳ: ପଞ୍ଚମ ଦିନରେ ସର୍ବନିମ୍ନ ରୋଜଗାର କଲା ‘ଆଦିପୁରୁଷ’ ନୂଆଦିଲ୍ଲୀ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଉତ୍ତେଜନା ଦେଖାଦେଇଛି। ଏହାର ଖରାପ ସଂଳାପ ଏବଂ ଖରାପ VFX ପାଇଁ ଫିଲ୍ମକୁ ବହୁତ…