ଅନ୍ତରାଷ୍ଟ୍ରୀୟ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା: ୩ ମୃତ ନ୍ୟୁୟର୍କ: ଆମେରିକାର ଓରେଗନ୍ ରାଜ୍ୟରେ ଦୁଇଟି ହେଲିକପ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟାକମିନଭିଲ୍ଲ ବିମାନବନ୍ଦର ନିକଟବର୍ତ୍ତୀ…