ଆଞ୍ଚଳିକ ମଦ୍ୟ ପାନ କରି ଗାଡି ଚଳାଇବା ମହଙ୍ଗା ପଡିଲା: ଓଲଟିଲା ପେଟ୍ରୋଲ କଣ୍ଟେନର ଖୋର୍ଦ୍ଧା/ନିରାକରପୁର: ମଦ୍ୟ ପାନ କରି ଗାଦି ଚଳାଇବା ଚାଳକଙ୍କୁ ମହଙ୍ଗା ପଡିଛି। ଯାହା ଫଳରେ ଭରସାମ୍ୟ ହରାଇ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼…