ଆଜିର ଖବର ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା ଭୁବନେଶ୍ୱର: ରାଜ୍ୟର ମାଧ୍ୟମିକ ସ୍କୁଲଗୁଡ଼ିକରେ ଶିକ୍ଷକତା ପାଇଁ ଯୋଗ୍ୟତା ନିରୂପଣ କରୁଥିବା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଷ୍ଟେଟ୍/OSSTET) ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୩୦…