ଆଜିର ଖବର ଆସନ୍ତା ୧୫ ରେ ଗଣଶିକ୍ଷା ସଚିବଙ୍କ ସରକାରୀ ବାସଭବନ ସମ୍ମୁଖରେ ଆମରଣ ଅନଶନ: ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର: ଓସେପା ଅଫିସରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଭିଯୋଗ ପ୍ରକୋଷ୍ଠରେ ସାତ ଦଫା ଦାବି ନେଇ ଜୋରଦାର ପ୍ରତିବାଦ କରାଯାଇଥିଲା। ଯଦି ଆଜି ସମାଧାନ ନ…