ଆଜିର ଖବର ଗଣମାଧ୍ୟମ ଏବଂ ମନୋରଞ୍ଜନ ଷ୍ଟାର୍ଟଅପ୍ ପାଇଁ ଅଭିନବ ସୁଯୋଗ ଆଣିବ ଓ୍ୱେଭେକ୍ସ ୨୦୨୫ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୱେଭେକ୍ସ ୨୦୨୫ର ଶୁଭାରମ୍ଭ କରିଛି। ଏହା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକୁ ପାଣ୍ଠି ଯୋଗାଣ ଏବଂ ଜାତୀୟ ପରିଚୟ…