ଆଜିର ଖବର ଅକ୍ଟୋବର ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶାରେ ପରିକ୍ରମା କରିବ ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ମଶାଲ ନୂଆଦିଲ୍ଲୀ: ୧୯୭୧ ଭାରତ-ପାକ୍ ଯୁଦ୍ଧରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ସମାରୋହକୁ ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ଭାବେ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଉପଲକ୍ଷେ…