ଆଜିର ଖବର ଓଡ଼ିଶା ସମଗ୍ର ଶିକ୍ଷା ଅଧୀନସ୍ଥ ୫୦୫୬ ଜଣ ପାର୍ଟଟାଇମ୍ ଇନ୍ଷ୍ଟ୍ରକ୍ଟରଙ୍କ ବଢ଼ିବ ମାସିକ ବେତନ ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ପାର୍ଟଟାଇମ୍ ଇନ୍ଷ୍ଟ୍ରକ୍ଟରଙ୍କ ମାସିକ ବେତନ ବୃଦ୍ଧି କରିବାକୁ ରାଜ୍ୟ…