ବିଶେଷ ଖବର ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ବିଶ୍ବସ୍ତରୀୟ ‘ଓ-ହବ’ ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ପ୍ରକଳ୍ପକୁ ସହାୟତା ଦେବା ପାଇଁ ଭୁବନେଶ୍ବରରେ ଉଦଘାଟିତ ହେଲା ‘ଓ-ହବ୍’। ଏହି ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିନ କରିଛନ୍ତି। ଏହି ଓ-ହବ୍’…