ଔଷଧୀୟ ଉଦ୍ଭିଦ ସଂରକ୍ଷଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଲକ୍ଷ୍ନୌସ୍ଥିତ ସିଏସଆଇଆର-ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନ (ସିଏସଆଇଆର-ଏନବିଆରଆଇ)ର ମିଳିତ ସହଯୋଗରେ ‘ଭାରତର ଜନଜାତି ବହୁଳ ଅଞ୍ଚଳରେ ସ୍ଥାୟୀ…