ଆଜିର ଖବର ଉମରକୋଟରେ ଅଭିନବ ବନ୍ଦ ପାଳନ, ମୋଦୀଙ୍କ ବେଶରେ କଂଗ୍ରେସ କର୍ମି ଶଗଡରେ ବସି କଲେ ପରିକ୍ରମା ଉମରକୋଟ, ଆଜି ପ୍ରଦେଶ କଂଗ୍ରେସ ତରଫରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ବିଶେଷ କରି ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧି ବିରୋଧରେ ଏହି ପ୍ରତିବାଦ…