ଆଜିର ଖବର ଓଡିଶା ବିଧାନସଭାରେ କଂଗ୍ରେସ 13ଟି ଆସନରେ ଆଗୁଆ ରହିଛି, ଜାଣନ୍ତୁ ତାହା କେଉଁ ଆସନ ଭୁବନେଶ୍ବର: ବିଜେଡି ବିଜେପି ଲଢେଇ ଭିତରେ ବର୍ତ୍ତମାନ କଂଗ୍ରେସ ତାହାର ସ୍ଥିତି ରଖିବା ପାଇଁ ଚେଷ୍ଠା କରିବାରେ ଲାଗିଛି। ତେବେ ଗଣତି ଅନୁସାରେ ବର୍ତ୍ତମାନ ବିଜେପି 71…