ଆଜିର ଖବର ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ଉତ୍ତରାଖଣ୍ଡ କଂଗ୍ରେସ ଉପାଧ୍ୟକ୍ଷ ଅକୀଲ ଅହମ୍ମଦ, ଏହା ହେଉଛି କାରଣ ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ପୁଣି ଥରେ ନେତାଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ଖୋଲାଖୋଲି ଭାବେ ଦେଖାଯିବା ଆରମ୍ଭ କରିଛି। ବର୍ତ୍ତମାନ ଗଣମାଧ୍ୟମରେ…