କଂଗ୍ରେସ ମନ୍ଥନ ବୈଠକ

ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ଓଡିଶାରୁ ବହୁ ତୁଙ୍ଗ ନେତା ସହିତ ଶତାଧିକ କର୍ମି ଯୋଗ ଦେଇଛନ୍ତି।…