ଆଜିର ଖବର ଭୁବନେଶ୍ବରରେ ଓଡିଶା କଂଗ୍ରେସ କରିବ ମହିଳା ସମାବେଶ ସହ ନବୀନ ନିବାସ ଘେରାଉ ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ଦିନ ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ…