PanchayatElection କଂଗ୍ରେସ ଘୋଷଣା କଲା ଭୁବନେଶ୍ବରର ମେୟର ପ୍ରାର୍ଥୀ, କିଏ ସେହି ମହିଳା, ଶୁଣନ୍ତୁ କଣ କହୁଛନ୍ତି ଭୁବନେଶ୍ବର: ଆଜି କଂଗ୍ରେସ ଭୁବନେଶ୍ବରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…