ଆଜିର ଖବର ଓଡ଼ିଶା କଂଗ୍ରେସର ଗଠନ ହେଲା ରାଜନୈତିକ ବ୍ୟାପାର କମିଟି, ଜାଣନ୍ତୁ କେଉଁମାନେ ରହିଲେ ସଦସ୍ୟ ଭୁବନେଶ୍ୱର: ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା…