ଆଜିର ଖବର ଆଜି କଂଗ୍ରେସ ସଭାପତି ପାଇଁ ହେବ ନିର୍ବାଚନ, ଓଡିଶା କଂଗ୍ରେସ ଭବନରେ ବ୍ୟବସ୍ଥା ଭୁବନେଶ୍ବର: ଆଜି କଂଗ୍ରେସର ସଭାପତିପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ରାଜ୍ୟର କଂଗ୍ରେସ ମୁଖ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ସେହିପରି ଦିଲ୍ଲୀରେ ଏଆଇସିସି ରେ…