ଆଜିର ଖବର ବିସ୍ଫୋରଣ ବେଳେ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭାରେ ଥିଲେ ୨୫୦୦ ଲୋକ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଅମିତ ଶାହା ନୂଆଦିଲ୍ଲୀ: କେରଳର କଂଭେସନାଲ ସେଣ୍ଟରର ଖ୍ରୀଷ୍ଟିଆନ ସମାବେଶରେ ହୋଇଥିବା ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳର ମୁଖ୍ୟମନ୍ତ୍ରୀ ପିନରାଇ…