କଏଦୀ ମୃତ

ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଯବାନ ନାୟକ, ତାଙ୍କ ଘର ତାରିଣୀ ବସ୍ତି ଅଞ୍ଚଳରେ ବୋଲି…