ଅନ୍ତରାଷ୍ଟ୍ରୀୟ ବିମାନରେ ବୋମା ଆତଙ୍କ: କକ୍ପିଟ୍ରେ ପଶିବାକୁ ଚେଷ୍ଟା କରି ବେଆଇନ ଅନୁପ୍ରବେଶକାରୀ ଗିରଫ ଓ୍ବାଶିଂଟନ: ନିୟର୍କରୁ ନିୟୁ ଓର୍ଲିନ୍ସ ଅଭିମୁଖେ ଉଡ଼ାଣ ଭରୁଥିବା ୟୁନାଇଟେଡ୍ ଏୟାରଲାଇନ୍ସର ଫ୍ଲାଇଟ୍ ୨୧୭୪ ରେ ଏକ ଅତ୍ୟନ୍ତ ଭୟାନକ ମିଡ୍-ଏୟାର ଦୁର୍ଘଟଣାର ସୂଚନା ସାମ୍ନାକୁ ଆସିଛି।…