ଆଜିର ଖବର କଙ୍ଗନା ରାଣାୱତଙ୍କ ‘ଏମର୍ଜେନ୍ସି’କୁ ନେଇ ବିବାଦ, ରିଲିଜ ହେବା ପୂର୍ବରୁ ଫିଲ୍ମ ଦେଖିବାକୁ ଚାହୁଁଛି କଂଗ୍ରେସ ନୂଆଦିଲ୍ଲୀ: କଙ୍ଗନା ରାଣାୱତ ପରଦାରେ ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ‘ଏମର୍ଜେନ୍ସି’ ଚଳଚ୍ଚିତ୍ରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର…