ଅପରାଧ କଲେଜ ଛାତ୍ରୀଙ୍କୁ ହତ୍ୟା ଆକ୍ରମଣ କରିବା ପ୍ରସଙ୍ଗରେ କଟକ ଡିସିପିଙ୍କୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ ଭୁବନେଶ୍ୱର, କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ ବାନ୍ଧି ମାଡ ମାରିବା…