ଆଞ୍ଚଳିକ କୁଜଙ୍ଗ: ଦୁଇ ମଦ୍ୟପ ଗାଡ଼ି ଚାଳକ ଗିରଫ କୁଜଙ୍ଗ: କୁଜଙ୍ଗ ଥାନା କଟକ-ପାରାଦ୍ୱୀପ ରାସ୍ତାରେ କୁଜଙ୍ଗ ପୋଲିସ୍ ନାକାବନ୍ଦୀ କରି ବିଭିନ୍ନ ଗାଡ଼ି ଯାଂଚ କରୁଥିବା ବେଳେ ଦୁଇ ଯୁବକ ମଦ୍ୟପାନ କରି ଗାଡି ଚଳାଉଥିଲେ।…