ରାଜ୍ୟ ଖବର ପୁରୀଘାଟ ଗୋଷ୍ଠୀ ସଂଘର୍ଷ ଘଟଣା: ୪୮ ଘଣ୍ଟାରେ ତଦନ୍ତ ରିପୋର୍ଟ ଦେବାକୁ ପୁଲିସ କମିଶନରଙ୍କ ନିର୍ଦ୍ଦେଶ କଟକ: କଟକ ସହରର ପୁରୀଘାଟ ଥାନା ଅଞ୍ଚଳରେ ଘଟିଥିବା ଉତ୍ତେଜନାମୂଳକ ଗୋଷ୍ଠୀ ସଂଘର୍ଷ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ। ଏହି…