ଆଜିର ଖବର ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କଟକ ଆଉ ବାଲେଶ୍ବରରେ ରହିଛି କାର୍ଯ୍ୟକ୍ରମ, ଜାଣନ୍ତୁ କଣ ଭୁବନେଶ୍ବର: ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ କଟକ ଷ୍ଟେସନ…