ଜାତୀୟ ଖବର ଆସୁଛନ୍ତି ଅମିତ ଶାହ, କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳି ରୋଡ ସୋ କାହିଁକି ହେଲା ବାତିଲ ?? ଭୁବନେଶ୍ବର: ଆସନ୍ତାକାଲି ପୁଣି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ହେଲେ ସେ କଣ୍ଟାବାଞ୍ଜୀ ପ୍ରଚାରକୁ ବାତିଲ କରିଛନ୍ତି। ପୂର୍ବରୁ କୁହାଯାଇଥିଲା ଯେ, ଅମିତ ଶାହ ପ୍ରଚାରରେ…