ଅନ୍ତରାଷ୍ଟ୍ରୀୟ ଭାରତର ‘ପଳାତକ’କୁ କତାରରେ ସ୍ୱାଗତ, ଫିଫା ବିଶ୍ଵକପରେ ଇସଲାମର ପ୍ରଚାର କରିବେ ଜାକିର ନାୟକ ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ରେ ଧାର୍ମିକ ପ୍ରବଚନଦେବା ପାଇଁ ବିବାଦୀୟ ଭାରତୀୟ ଇସଲାମ ପ୍ରଚାରକ ଜାକିର ନାୟକଙ୍କୁ କତାର ନିମନ୍ତ୍ରଣ କରିଛି। ଭାରତରେ ଅର୍ଥ ହେରେଫେର ଏବଂ…