ବିଶେଷ ଖବର ମାତ୍ର ୨୮ ମାସରେ ନିର୍ମିତ ହେଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାଲୋନ୍ ଜିଲ୍ଲାର ଓରଇ ତହସିଲର କଥେରୀ ଗ୍ରାମରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିଛନ୍ତି। ସେ ଫେବୃଆରୀ ୨୯ ତାରିଖ ୨୦୨୦…