ଆଞ୍ଚଳିକ ରଣପୁର: ଶେଷ ହେଲା ୨୬ତମ ଚଣ୍ଡୀ ମହାଯଜ୍ଞ ରଣପୁର: ରଣପୁର କଦମ୍ବ ସାହି ସ୍ଥିତ ମା’ ହାବୁଡ଼ାସିଂହୀ ମନ୍ଦିରରେ ୨୬ତମ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପ୍ତ ହୋଇଛି।…