ଆଜିର ଖବର ଟ୍ରକ ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କନିଷିରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଗା ପ୍ରସାଦ ଶତପଥୀ ଓ ଚିନ୍ମୟୀ ଶତପଥୀ ନାମକ ଦମ୍ପତି ଦୁହେଁ ମୃତ୍ୟୁ ବରଣ କରିଛନ୍ତି।…