ଆଜିର ଖବର କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଆଜି ବିଜେପିରେ ଯୋଗ ଦେଇପାରନ୍ତି କନ୍ନଡ ସୁପରଷ୍ଟାର କିଚା ସୁଦୀପ ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ତାରକା କିଚା ସୁଦୀପ ଏବଂ ଦର୍ଶନ ତୁଗୁଦୀପା ଆଜି ଭାରତୀୟ ଜନତା ପାର୍ଟିରେ ଯୋଗଦେବାର ସମ୍ଭାବନା…