ଅପରାଧ ବିଜେପି ନେତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଦୁର୍ବୃତ୍ତ କନ୍ନୌଜ: ୟୁପିର କନ୍ନୌଜରେ ପୂର୍ବତନ ପ୍ରଧାନଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ଶତ୍ରୁତା କାରଣରୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ହତ୍ୟା ସମ୍ପର୍କରେ…