ଅପରାଧ ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ବେଆଇନ କଫ ସିରପ ଓ ଗଞ୍ଜେଇ ଜବତ, ଜଣେ ଗିରଫ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ଟାଉନ ଥାନା ଅନ୍ତର୍ଗତ ପୁବୁସାହି ଗ୍ରାମରେ ଚଢ଼ାଉ କରି ବେଆଇନ କଫ…