ଆଜିର ଖବର ଡେପୁଟି ମେୟର ପଦବୀ ମଧ୍ୟ ଜିତିଲା ଆପ, ବିଜେପିର କମଲ ବାଙ୍ଗଡିଙ୍କୁ ହରାଇଲେ ଆଲେ ଇକବାଲ ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଡେପୁଟି ମେୟର ପଦ ମଧ୍ୟ ଜିତିଛି। ଡେପୁଟି ମେୟର ପଦ ପାଇଁ ନିର୍ବାଚନରେ AAP…