ବିଶେଷ ଖବର ଆଇଏଏସ୍ ସ୍ତରରେ ଅଦଳବଦଳ: ଜାଣନ୍ତୁ ଭୁବନେଶ୍ବର ମହାନଗର ନିଗମର କମିଶନର ହେଲେ କିଏ? ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ମହାନଗର…