ଆଜିର ଖବର ଦୁଃଖଦ ଘଟଣା, ଜଙ୍ଗଲ ନିଆଁରେ ପୋଡି ହୋଇ ମରିଗଲେ ବନ କର୍ମଚାରୀ ବାରିପଦା, ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁର ମୁଣ୍ଡା ଜଙ୍ଗଲରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେହି ଜଙ୍ଗଲରେ ନିଆଁ ଲାଗିବା ପରେ ତାହାକୁ ଲିଭାଇଭା…