ଆଜିର ଖବର ‘କମିଟିରୁ ମୋର ନାମ ହଟାଇ ଦିଅନ୍ତୁ …’, ମଲ୍ଲିକାର୍ଜୁନ ଖଡଗେଙ୍କୁ କଂଗ୍ରେସର ବରିଷ୍ଠ ନେତା କରଣ ସିଂଙ୍କ ଚିଠି ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କରଣ ସିଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଜମ୍ମୁ କାଶ୍ମୀର କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ କମିଟିରୁ ତାଙ୍କ ନାମ…